• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୪ ଅକ୍ଟୋବରରୁ ୩୦ ଅକ୍ଟୋବର, କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ

ଏହି ସପ୍ତାହରେ ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ। କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ। ଲାଭ ସହ ସମ୍ପତି ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।

Sagittarius

ଧନୁ

Monday 24 Oct 2022

ପାରିବାରିକ ଜୀବନରେ ପ୍ରେରଣା ମିଳିବ । ରାଜନୈତିକ ସହଯୋଗ ପ୍ରାପ୍ତ ହେବ । ଚାକରିରେ କ୍ଷେତ୍ରରେ ଅସୁବିଧା ଦେଖା ଦେଇପାରେ । ଶାରୀରିକ ପିଡା ଓ ମାନସିକ ଅଶାନ୍ତି ଦେଖାଦେବ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । କ୍ଷମତା ଶାଳୀ ହେବାର ସୁଯୋଗ ଆସିପାରେ । ମହିଳା ମାନେ ବିଭିନ୍ନ ପ୍ରକାରର ଲାଭର ସୈାଭାଗ୍ୟ ଲାଭ କରିବେ ।

ପ୍ରତିକାର- ଶ୍ରୀ ହରିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :