• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୪ ଅକ୍ଟୋବରରୁ ୩୦ ଅକ୍ଟୋବର, କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ

ଏହି ସପ୍ତାହରେ ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ। କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ। ଲାଭ ସହ ସମ୍ପତି ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।

Cancer

କର୍କଟ

Monday 24 Oct 2022

କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ । ବିବାହ ଆଦି ଶୁଭ କର୍ମରେ ଯୋଗ ଦେଇ ପାରନ୍ତି । ରାଜନୀତି କ୍ଷେତ୍ରରେ ବହୁତ ଉପରକୁ ଯାଇ ପାରନ୍ତି । କର୍ମ କ୍ଷେତ୍ରରେ ଚାପ ଗ୍ରସ୍ତ ରହିପାରନ୍ତି । ପାରିବାରିକ ଜୀବନ ଅଭାବ ଅନଟନ ମଧ୍ୟରେ ଦେଖାଦେବ । ଚାକିରିରେ ପଦୋନ୍ନତିରେ ବିଳମ୍ବ ଘଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ ।

ପ୍ରତିକାର – ମାଆ ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :