ଏହି ସପ୍ତାହରେ କର୍ମ କ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ,ବ୍ୟବସାୟରେ ଲାଭବାନ୍ ହେବେ । ଏହି ସପ୍ତାହରେ ଦୂରଯାତ୍ରା କରିବାକୁ ପଡିପାରେ ।
ସମ୍ପର୍କୀୟଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସମାଲୋଚିତ ହୋଇପାରନ୍ତି । ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ଆର୍ଥୀକ ସ୍ଥିତିର ଦୂରବସ୍ଥା ସାଙ୍ଗକୁ ଖର୍ଚ୍ଚଭାର ବୃଦ୍ଧି ପାଇବାରୁ ମନରେ ସରସତା ରହିବ ନାହିଁ । ବାଧ୍ୟତାବଶତଃ ଆନୁଷ୍ଟାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ଛୋଟ ଛୋଟ କଥାକୁ କେନ୍ଦ୍ର କରି ପାରିବାରିକ କଳହର ସୂଚନା ଦେଖାଦେଇପାରେ ।
ପ୍ରତିକାର- ରାତିେରେ ଶୋଇବା ବେଳେ ରୂପା ପାତ୍ରରେ ଜଳ ପୂର୍ଣ୍ଣ କରି ନିଜ ମୁଣ୍ଡ ପାଖରେ ରଖନ୍ତୁ । ଏବଂ ସକାଳୁ ଉଠି ସେହି ଜଳକୁ ଘରର ମୂଖ୍ୟ ଦ୍ୱାରରେ ଢାଳି ଦିଅନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨