ଏହି ସପ୍ତାହରେ କର୍ମ କ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ,ବ୍ୟବସାୟରେ ଲାଭବାନ୍ ହେବେ । ଏହି ସପ୍ତାହରେ ଦୂରଯାତ୍ରା କରିବାକୁ ପଡିପାରେ ।
ସାଂସୃତିକ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇପାରନ୍ତି । କୈାଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ । ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ବ୍ୟବସାୟରେ ଆଶା ଅନୁଯାୟୀ ଫଳ ମିଳିବ । ଦୈହିକ ଦୁର୍ବଳତା ଯୋଗୁ ମନବଳ କମି ଯାଇପାରେ । ଫେରନ୍ତା ବାଟରେ ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇପଡିବେ ।
ପ୍ରତିକାର- କେଶର, ବୁଟ , ହଳଦୀ ଆଦିକୁ ଖାଦ୍ୟ ପହାର୍ଥରେ ସାମିଲ୍ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩