• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୬ ମାର୍ଚ୍ଚରୁ ୧୨ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ନୂତନ ଗୃହ,ବାହନ ଜାଗା ,ଜମି କ୍ରୟ କରିବାର ଯୋଗ ଅଛି

ଏହି ସପ୍ତାହରେ ଆର୍ଥିକ କ୍ଷେତ୍ରରେ ପରିବର୍ତନ ହେବା ଫଳରେ ପରିବାରରେ ସୁଖଶାନ୍ତି ଦେଖାଦେବ । ବିଦେଶ ଯାତ୍ରା ଯୋଗ ରହିଛି । ଏହି ସପ୍ତାହରେ ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ।

Aquarius

କୁମ୍ଭ

Tuesday 07 Mar 2023

ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ନୂତନ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ସେଥିରେ ସଫଳତା ପାଇବେ । ନିଜର କର୍ମ ଦ୍ୱାରା ସମାଜରେ ମାନ ସମ୍ମାନ ମଧ୍ୟ ଅର୍ଜିତ କରିପାରିବେ । ଆର୍ଥିକ ସ୍ଥିତିରେ ପରିବର୍ତନ ହେବାର ସମ୍ଭାବନା ରହିଛି । ଟଙ୍କା ନିବେଶ କରିଲେ ଆଶାତୀତ ଲାଭ ପାଇବେ । ସମ୍ପତିକୁ ନେଇ ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :