• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୬ ମାର୍ଚ୍ଚରୁ ୧୨ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ନୂତନ ଗୃହ,ବାହନ ଜାଗା ,ଜମି କ୍ରୟ କରିବାର ଯୋଗ ଅଛି

ଏହି ସପ୍ତାହରେ ଆର୍ଥିକ କ୍ଷେତ୍ରରେ ପରିବର୍ତନ ହେବା ଫଳରେ ପରିବାରରେ ସୁଖଶାନ୍ତି ଦେଖାଦେବ । ବିଦେଶ ଯାତ୍ରା ଯୋଗ ରହିଛି । ଏହି ସପ୍ତାହରେ ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ।

Gemini

ମିଥୁନ

Tuesday 07 Mar 2023

ହାତରେ ଆଘାତ ଲାଗିପାରେ । ଗୃହିଣୀ ମାନେ ଅଳଙ୍କାର କ୍ରୟ କରିବେ । ଅତ୍ୟନ୍ତ ପ୍ରଭାବଶାଳୀ ତଥା ସ୍ଥାନୀୟ ବ୍ୟକ୍ତିଙ୍କର ମିତ୍ରତା ଯୋଗୁଁ ନିଜର ପ୍ରତିଷ୍ଠା ବଢିବ । କୈାଣସି ଶୁଭକାର୍ଯ୍ୟ ଆରମ୍ଭ କରିବାରେ ବାରମ୍ବାର ବାଧା ଆସିପାରେ । ଖେଳାଳୀ ମାନେ ପ୍ରଗତି ପାଇଁ ସାମାନ୍ୟ ବାଧା ପାଇବେ । ସମାଜ ସେବା କରିବାରେ ମନଭାବ ପୋଷଣ କରିବେ ।

ପ୍ରତିକାର – ମାଆ ଭୁବନେଶୂରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :