• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୬ ମାର୍ଚ୍ଚରୁ ୧୨ ମାର୍ଚ୍ଚ ୨୦୨୩: ଏହି ସପ୍ତାହରେ ନୂତନ ଗୃହ,ବାହନ ଜାଗା ,ଜମି କ୍ରୟ କରିବାର ଯୋଗ ଅଛି

ଏହି ସପ୍ତାହରେ ଆର୍ଥିକ କ୍ଷେତ୍ରରେ ପରିବର୍ତନ ହେବା ଫଳରେ ପରିବାରରେ ସୁଖଶାନ୍ତି ଦେଖାଦେବ । ବିଦେଶ ଯାତ୍ରା ଯୋଗ ରହିଛି । ଏହି ସପ୍ତାହରେ ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ।

Taurus

ବୃଷ

Tuesday 07 Mar 2023

ପାଦରେ ଆଘାତ , ଲିଭରରେ ସାମାନ୍ୟ ସମସ୍ୟା ଆସିପାରେ । ଧର୍ମନୁଷ୍ଠାନରେ ଆୟୋଜନ ଦାୟିତ୍ୱ, ଗୃହ ନିର୍ମାଣ ବା ଯାନବାହ. ଭୂମି କ୍ରୟ କରି ପାରିବେ । ନୂତନ ଦ୍ରବ୍ୟର କାରବାର, ପ୍ରଚେଷ୍ଠାରେ ମାନ୍ଦା ଯୋଗୁଁ ବ୍ୟବସାୟୀ ମାନେ ବିଶେଷ ଲାଭ ପାଇପାରିବେ ନାହିଁ । ନିଜର ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳିପାରେ । ଛାତ୍ରଛାତ୍ରି ମାନେ ପରିଶ୍ରମ ତୁଳନାରେ ଫଳ ପାଇ ପାରିବେ ନାହିଁ ।

ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :