• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 5th August To 11th August 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...

Cancer

କର୍କଟ

Monday 05 Aug 2024

ପରୀକ୍ଷା ଓ ପ୍ରତୋଦ୍ୱନ୍ଦିତାରେ ସଫଳ ହେବେ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୁଳ ଦିଗରେ ମୁହାଁଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରି ପାରନ୍ତି ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ ।  

ପ୍ରତିକାର-ଚନ୍ଦ୍ରଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...