• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 5th August To 11th August 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...

Scorpio

ବିଛା

Monday 05 Aug 2024

ପ୍ରତ୍ୟେକକ୍ଷେତ୍ରରେ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ପାରିବାରିବ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବା ଫଳରେ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ । 

ପ୍ରତିକାର-ନୃସିଂହଙ୍କ ପୂଜାର୍ଚ୍ଚନା କରନ୍ତୁ  ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

VASTU TIPS

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...