• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 22nd July To 28th July 2024: ଏହି ସପ୍ତାହରେ ଆୟ ଉପାର୍ଜନ କ୍ଷେତ୍ର ପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ

ନିର୍ମାଣମୂଳକ ଯୋଜନାରେ ଆଗେଇ ଯିବେ ଓ ପାରିବାରିକ ଜୀବନ ସୁଖରେ କଟିବ । ଶୁଭକାମ କରି ପ୍ରଶଂସିତ ହେବେ । ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ ।

Aquarius

କୁମ୍ଭ

Monday 22 Jul 2024

ହିସାବ , ନିକାଶ ପାଇଁ ସୁନ୍ଦର ଅବସର ପାଇ ପାରନ୍ତି । ସହକର୍ମୀଙ୍କ ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଇବେ । ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧ ହେବ । ଚାକିରୀ ବୃତିରେ ସୃଙ୍ଖଳା ଦେଖାଦେଇ ପାରେ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇ ପାରେ । କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ଯାହା ଚିନ୍ତା କରିଛନ୍ତି ତାହା ଆଜି ପୂରଣ କରିବାକୁ ଚେଷ୍ଟା କରିବେ । ବିଦ୍ୟା ଅଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ପ୍ରାପ୍ତ ହେବ । ମହିଳା ମାନେ କର୍ମ ତତ୍ପର ହେବେ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :