• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 6th Nov to 12th Nov 2023: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଏହି ସପ୍ତାହ...

ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ । ରାଜନୀତିରେ ସଫଳତା ପାଇପାରନ୍ତି । ଠିକ ସମୟରେ କାମ ଆରମ୍ଭ କରନ୍ତୁ ସଫଳତା ପାଇବେ ।

Scorpio

ବିଛା

Monday 06 Nov 2023

ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ବାପାଙ୍କ ସାହାଯ୍ୟରେ ଆପଣଙ୍କର ସବୁକାର୍ଯ୍ୟ ସପୂର୍ଣ୍ଣ ହେବ । ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହୀ ହେବେ । ଛାତ୍ରଙ୍କୁ କୈଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି । ଅନ୍ୟ ପାଇଁ ଖରାପ ଭାବିଲେ ନିଜେ ହିଁ ଅସୁବିଧାରେ ପଡିପାର , ତେଣୁ ଅନ୍ୟୟ ଅନୀତି, ମିଥ୍ୟା ଇତ୍ୟାଦି ଠାରୁ ଦୂରରେ ରହନ୍ତୁ ।

ପ୍ରତିକାର- ଓଁ କ୍ରାଂ କ୍ରୀଂ କୈା ସଃ ଭୈାମାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :