• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 17th July to 23rd July: ଏହି ସପ୍ତାହରେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Virgo

କନ୍ୟା

Monday 17 Jul 2023

ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ପାରିବାରିକ ଜୀବନ ସନ୍ତୁଳନ ରକ୍ଷା କରିବେ । ରାଜନୀତିରେ ଚାପ ଦେଇ ଗତି କରିବେ ଦଳୀୟ କର୍ମୀ ମାନେ ଅସୁବିଧାରେ ପକାଇ ପାରନ୍ତି । ଧୈର୍ଯ୍ୟ ଧରି କାମ କରିଲେ କାର୍ଯ୍ୟରେ ବିଜୟଲାଭ କରିବେ । ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ଭାବପ୍ରବଣତା ପ୍ରକାଶ ପାଇବେ । ବିଦ୍ୟାର୍ଥୀ ମାନେ ଅଧ୍ୟୟନରେ ମନ ଦେବେ । 

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :