• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 17th July to 23rd July: ଏହି ସପ୍ତାହରେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Taurus

ବୃଷ

Monday 17 Jul 2023

କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ରହିବ । କ୍ୟାରିୟରରେ ବଡ ସଫଳତା ପାଇବେ । ଅନ୍ୟ ମାନଙ୍କ ସହ ଆପଣଙ୍କର ତାଳ ମେଳ ଭଲ ରହିବ । କଳାକାରଙ୍କ ପାଇଁ ଅବସର ଭଲ ରହିବ । ଆପଣଙ୍କ ବ୍ୟବହାର ଅନ୍ୟ ପ୍ରତି ଭଲ ରହିବ । କୌଣସି ଧାର୍ମିକ ଅନୁଷ୍ଠାନରେ କିଛି ଦାୟିତ୍ୱ ବହନ କରିବାକୁ ପଡିପାରେ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ରହିବେ ।

ପ୍ରତିକାର - ଶୁକ୍ରଙ୍କର ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :