• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 17th July to 23rd July: ଏହି ସପ୍ତାହରେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।

Gemini

ମିଥୁନ

Monday 17 Jul 2023

ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ଅର୍ନ୍ତଜ୍ଞାନ ଓ ସୃଜନର ବିକାଶ ଘଟିବ । ଆତ୍ମୀୟ ସୂଜନଙ୍କ ସହିତ ମିଳନ, ପରିବାରରେ ଶାନ୍ତି ଫେରିଆସିବ । ନେତ୍ରରେ ସାମାନ୍ୟ ପୀଡା ଅନୁଭବ କରି ପାରନ୍ତି । ଧିରେ ଧିରେ ପ୍ରଗତି ପଥରେ ଅଗ୍ରସର ହେବେ ।  ଭଲ ବ୍ୟବହାର ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରନ୍ତି । ମହିଳା ମାନେ ସ୍ନେହୀ ସ୍ୱଭାବ ଯୋଗୁଁ ଲାଭବାନ୍ ହେବେ । ଛାତ୍ରଛାତ୍ରୀ ମାନେ ବିକାଶ ଦିଗରେ ଅଗ୍ରଗତି କରିବେ ।

ପ୍ରତିକାର - ତ୍ରିପୁରା ସିନ୍ଦରୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :