• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Jan 2024: ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ତାଳମେଳ ବଢିବ

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୦ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୪ଶୀ ରାତ୍ରି ୦୮.୧୧ ଗତେ ଅମାବାସ୍ୟା ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

Capricorn

ମକର

Wednesday 10 Jan 2024

ଉ,ଷାଢା- ଘରେ ଛୋଟିଆ ସମାରୋହର ଅୟୋଜନ କରିପାରନ୍ତି । ପୂର୍ବର ପାରିବାରିକ ମତଭେଦ ଦୂର ହେବ । ବିଦ୍ୟୁତ୍ ବ୍ୟବସାୟୀଙ୍କ ଆମଦାନିରେ ବୃଦ୍ଧି ହେବ ।

ଶ୍ରବଣା- କାର୍ଯ୍ୟରେ ସ୍ଥିରତା ଯୋଗେ ମିତ୍ର ଭାଇ ବନ୍ଧୁମାନେ ସହଯୋଗ କରିବେ । ଭାଗୀଦାରୀରେ ହୋଇଥିବା କ୍ଷତିରୁ ବଞ୍ଚଯିବେ । ରାଜନୀତି ଓ କ୍ରୀଡା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ । 

ଧନିଷ୍ଠା- ସଙ୍ଗୀତଜ୍ଞମାନେ ଭଲ ପ୍ରଦର୍ଶନ କରିବେ । ଶତ୍ରୁଙ୍କୁ ପରାସ୍ତ କରିବା ଲାଗି ଚଷ୍ଟୋ କରିବେ । ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ଆଶଙ୍କା ଦେଖାଦେବ । 

ପ୍ରତିକାର –  ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :