• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ, ଅଚାନକ୍‌ ଧନ ଲାଭ ହୋଇପାରେ...

ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୮ ତାରିଖ, ରବିବାର। ଚନ୍ଦ୍ର – କର୍କଟ  ଅହୋରାତ୍ର ତିଥି-  ପ୍ରତିପଦ ପ୍ରାତଃ ୦୭.୦୭ ଗତେ ୨ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମେଷ ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ ପ୍ରାତଃ ୦୭.୦୭ ଗତେ ୨ ପାଦ।

Cancer

କର୍କଟ

Sunday 08 Jan 2023

ପୁନର୍ବସୁ -  ପୁରୁଣା ବିଚାର ଛାଡି ନୂଆ ବିଚାର ଗ୍ରହଣ କରିବେ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ । କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ ।
ପୁଷ୍ୟା –  ଛାତ୍ରଛାତ୍ରୀଙ୍କର ପାଠପଢାରେ ମନ ଲାଗିବ । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ରାଜନୈତିକ ସମର୍ଥନ ପାଇବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ଅଶ୍ଳେଷା -  ବନ୍ଧୁଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିର ଯିବେ । ଖୋଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।

ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ  

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :