• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ, ଅଚାନକ୍‌ ଧନ ଲାଭ ହୋଇପାରେ...

ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୮ ତାରିଖ, ରବିବାର। ଚନ୍ଦ୍ର – କର୍କଟ  ଅହୋରାତ୍ର ତିଥି-  ପ୍ରତିପଦ ପ୍ରାତଃ ୦୭.୦୭ ଗତେ ୨ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମେଷ ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ ପ୍ରାତଃ ୦୭.୦୭ ଗତେ ୨ ପାଦ।

Aquarius

କୁମ୍ଭ

Sunday 08 Jan 2023

ଧନିଷ୍ଠା – କୌଣସି ଖବର ପାଇ ମନ ଅସ୍ଥିର ହୋଇପାରେ । ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ ।  ବ୍ୟବସାୟରେ ସ୍ଥାୟୀ ରହିବା ପାଇଁ ଚେଷ୍ଟା କରିବେ । ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶତଭିଷା – ଖାଦ୍ୟ , ପାନୀୟ ପ୍ରତି ସଚେତନ ରୁହନ୍ତୁ । କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । ରାଜନୀତିରେ  ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ହାତ ମିଶାଇବେ । ଛାତ୍ରଛାତ୍ତ୍ରିରୀ ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ପୂ , ଭାଦ୍ରପଦ  –  ଅଫିସ୍‌ରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ମହିଳାମାନେ ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବେ ।

ପ୍ରତିକାର – ନାଲି ପୋଷାକ ପିନ୍ଧନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :