• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th April 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଗୃହ ନିର୍ମାଣ ପାଇଁ ଜମି କ୍ରୟର ଯୋଗ ରହିଛି

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଗୁରୁବାର । ଚନ୍ଦ୍ର – କନ୍ୟା ରାତ୍ରି ୦୧.୦୯ ଗତେ ତୁଳା,ତିଥି – ପୂର୍ଣ୍ଣିମା ଦିବା ୧୦.୦୪ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ବୃଷ ରାତ୍ରି ୦୧.୦୯ ପର୍ଯ୍ୟନ୍ତ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

Virgo

କନ୍ୟା

Thursday 06 Apr 2023

ଉ- ଫାଲ୍‌ଗୁନୀ- ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ କ୍ଷତି ହୋଇପାରେ । ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ । ବ୍ୟବସାୟକୁ ଉଚ୍ଚତାକୁ ନେବାକୁ ଚେଷ୍ଟା କରିବେ

ହସ୍ତା- ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ହେବାରେ ସମୟ ଲାଗିପାରେ । ଦାମ୍ପତ୍ୟ ଜୀବନରେ ସମ୍ପର୍କକୁ ଆଗକୁ ନେବାରେ ସଫଳ ହେବେ । ଗାଡି କିଣିବା ଠାରୁ ଦୂରେଇ ରହିବା ଉଚିତ

ଚିତ୍ରା- ପୈାତିକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତିୟ ବ୍ୟକ୍ତି ଲାଭବାନ୍ ହେବ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି

ପ୍ରତିକାର - ସର୍ବକାର୍ଯ୍ୟସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :