• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th April 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଗୃହ ନିର୍ମାଣ ପାଇଁ ଜମି କ୍ରୟର ଯୋଗ ରହିଛି

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଗୁରୁବାର । ଚନ୍ଦ୍ର – କନ୍ୟା ରାତ୍ରି ୦୧.୦୯ ଗତେ ତୁଳା,ତିଥି – ପୂର୍ଣ୍ଣିମା ଦିବା ୧୦.୦୪ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ବୃଷ ରାତ୍ରି ୦୧.୦୯ ପର୍ଯ୍ୟନ୍ତ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

Leo

ସିଂହ

Thursday 06 Apr 2023

ମଘା- ଶାରୀରିକ କ୍ଲେଶ ଦୂର ହେବ । ଆପଣ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବଢ଼ାଇବେ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ

ପୂ- ଫାଲ୍‌ଗୁନୀ- କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ପରିବାରକୁ ଏକଜୁଟ ରଖିବା ପାଇଁ କ୍ଷମତା ଦେଖା ଦେବ । ବିବାହିତ ଜୀବନ ପୁଣି ସୁଖମୟ ହେବ

ଉ- ଫାଲ୍‌ଗୁନୀ- ଏକ ଭଲ ଗାଡ଼ି କିଣିବାର ସମ୍ଭାବନା ରହିଛି । ରାଜନୀତିରେ ଆର୍ଥିକ ଲାଭ ମିଳିପାରେ । ଆପଣ ପୈତୃକ ସମ୍ପତ୍ତି ଲାଭ କରି ପାରିବେ

ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :