• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th June 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଭ୍ରମଣର ଯୋଗ ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୫ ବୁଧବାର,ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି-୧୪ଶୀ ରାତ୍ରି ଅମାବାସ୍ୟା ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ରାତ୍ରି ୦୯.୧୬ ପର୍ଯ୍ୟନ୍ତ

Scorpio

ବିଛା

Wednesday 05 Jun 2024

ବିଶାଖା- ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ରାଜନୀତି କ୍ଷେତ୍ରରେ ଇଚ୍ଛା ନଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ । ବିଶେଷ କାମକୁ ପ୍ରଥମେ କରିବାକୁ ଚେଷ୍ଟା କରିବେ ।

ଅନୁରାଧା- ପଢାପଢିରେ ସର୍ମ୍ପୂର୍ଣ୍ଣ ଅବହେଳା କରିବେ । ଉପରିସ୍ଥ କର୍ମଚାରିଙ୍କ ନେତୃତରେ କାର‌୍ୟ୍ୟ ସମ୍ପାଦନା କରିବେ । ବନ୍ଧୁ ମିଳନ ହୋଇପାରେ । ଆର୍ଥିକ ଲାଭ ସହିତ ସମ୍ପତି ବୃଦ୍ଧି ହେବ ।

ଜ୍ୟେଷ୍ଠା- ଧାର୍ମିକ ଯାତ୍ରା ପାଇଁ ଅଧିକ ସୁଯୋଗ ମିଳିବ । କ୍ୟାରିୟରର ଉତ୍କୃଷ୍ଟ ସଫଳତା ପାଇବେ । ନୂତନ ଯାନ ପାଇବାର ସୁଯୋଗ ଅଛି, ଖର୍ଚ୍ଚ ହ୍ରାସ ହେବ

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :