• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 26 11 Mumbai Attack

ସତ ଉଗାଳିବ ରାଣା
Extradition of 26/11 Mastermind: ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ରାଣାକୁ ଭାରତ ଆଣିବାକୁ କାହିଁକି ଲାଗିଲା ୧୪ ବର୍ଷ ?

ମୁମ୍ବାଇରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ୧୬ ବର୍ଷ ପରେ ଶେଷରେ ଭାରତ ଏହାର ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ କାଠଗଡ଼ାକୁ ଆଣିପାରିଛି। ରାଣାକୁ ଆମେରିକାରୁ ଭାରତକୁ ଆଣିବା ପାଇଁ ପାଖାପାଖି ୧୪ ବର୍ଷ ଲାଗିଗଲା। ଗତ ଫେବ୍ରୁଆରି ମାସରେ ହ୍ୱାଇଟ୍ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ପ୍ରତ୍ୟର୍ପଣକୁ ଅନୁମୋଦନ କରିଥିଲେ।

ଆର୍ମି ଡାକ୍ତରରୁ ଆତଙ୍କବାଦୀ
Army Doctor to Terrorist: ଡାକ୍ତରୀ ବୃତ୍ତିରୁ ତିହାର ଜେଲ୍: ଜାଣନ୍ତୁ, କେଉଁଠି ଅଛନ୍ତି ଓ କ’ଣ କରନ୍ତି ତହବୁରର ପତ୍ନୀ ଓ ସନ୍ତାନ ?

ମିଡିଆ ରିପୋର୍ଟ ଅନୁସାରେ ତହବୁର ରାଣା ନିଜ ପତ୍ନୀ ମମରାଜ ଅଖତର ରାଣା, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହ ଚିକାଗୋରେ ରହୁଥିଲେ । ଏଠାରେ ତାଙ୍କର ଏକାଧିକ ବ୍ୟାବସାୟିକ ସଂସ୍ଥା ଥିବା କୁହାଯାଏ । ତାଙ୍କର ଏକ ଫାର୍ମ ହାଉସ ରହିଛି  । କାନାଡାର ଅଟାୱାରେ ଏକ ଘର ଅଛି ଯେଉଁଠାରେ ତାଙ୍କର ରୋଗଗ୍ରସ୍ତ ବାପା ଏବଂ ଛୋଟ ଭାଇ ଅବ୍ବାସ ରାଣା ରୁହନ୍ତି ।

26/11 Mastermind Tahawwur Rana
Tahawwur Rana: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବ NIA ଟିମ୍ । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଅଜିତ୍ ଡୋଭାଲ ।