• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th April 2023: ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୦ମୀ ରାତ୍ରି ୦୮.୨୯ ଗତେ ୧୧ଶୀ ,ଘାତ ଚନ୍ଦ୍ର – କର୍କଟ , ମକର ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୧ପାଦ – କୃଷିହାନି,- ଭୂମିଦାନ ।

Aquarius

କୁମ୍ଭ

Sunday 30 Apr 2023

ଧନିଷ୍ଠା-ଆତ୍ମବଳ ବୃଦ୍ଧି ପାଇବା ସହିତ ପରିବାରରେ ସୁଖ-ଶାନ୍ତି ପ୍ରାପ୍ତ ହେବ । ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ପରିସ୍ଥିତି ଜଟିଳତା ମଧ୍ୟରେ ସମସ୍ତ କାର‌୍ୟ୍ୟ ବାଧାପ୍ରାପ୍ତି ହୋଇପାରେ ।

ଶତଭିଷା- ମହିଳା ମାନେ ଧର୍ମପରାୟଣ ରହିବା ସହିତ ବନ୍ଧୁ ପରିଜନଙ୍କ ପ୍ରିୟଭାଜନ ହେବେ । ବିଦ୍ୟାର୍ଥୀ ମାନେ କୃତିତ୍ୱ ହାସଲ କରିବେ । ପ୍ରଶାସନିକ ସ୍ତରରେ ଭଲ କାମ କରିପାରନ୍ତି

ପୂ, ଭାଦ୍ରପଦ- ଧିରେ ଧିରେ ପ୍ରଗତି ପଥରେ ଅଗ୍ରସର ହେବେ । ବିଦେଶ ଯାତ୍ରା କରି ପାରନ୍ତି । ଭଲ ବ୍ୟବହାର ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରନ୍ତି ।

ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :