• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd September 2022: ଆଜି ଏହି ରାଶିର ବ୍ୟକ୍ତି ଆଜି ଉଚ୍ଚ ପଦବୀ ପ୍ରାପ୍ତ କରିବେ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର ତିଥି –୬ଷ୍ଠୀ ଦିବା ୦୧/୫୧ ଗତେ ୭ମୀ ଚନ୍ଦ୍ର – ତୁଳା ସନ୍ଧ୍ୟା ୦୫/୫୫ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ –ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୫୧ ଗତେ ୨ ପାଦ-ପଶୁ ୧ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୧/୪୬ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ