ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର ତିଥି –୬ଷ୍ଠୀ ଦିବା ୦୧/୫୧ ଗତେ ୭ମୀ ଚନ୍ଦ୍ର – ତୁଳା ସନ୍ଧ୍ୟା ୦୫/୫୫ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ –ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୫୧ ଗତେ ୨ ପାଦ-ପଶୁ ୧ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୧/୪୬ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ
ମୃଗଶିରା - କର୍ତୁପକ୍ଷ ଆପଣଙ୍କ ଦରମାକୁ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ ପାରନ୍ତି
ଆଦ୍ରା - ମସ୍ତିଷ୍କରୁ ଲାଗି ରହିଥିବା ସବୁ ଚିନ୍ତା ସମାପ୍ତ ହେବ
ପୁନର୍ବସୁ - ଶୁଭ ଖବର ମିଳିବାର ଯୋଗ ରହିଛି
ପ୍ରତିକାର –ପ୍ରଭୂ ଗଣେଷଙ୍କୁ ଦୂବ ଦାନ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫