ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର ତିଥି –୬ଷ୍ଠୀ ଦିବା ୦୧/୫୧ ଗତେ ୭ମୀ ଚନ୍ଦ୍ର – ତୁଳା ସନ୍ଧ୍ୟା ୦୫/୫୫ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ –ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୧/୫୧ ଗତେ ୨ ପାଦ-ପଶୁ ୧ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୧/୪୬ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ
ଉ , ଷାଢା - ଅଫିସ୍ କାମ ପୂରା କରିବାରେ ସଂପୂର୍ଣ୍ଣ ସଫଳ ହେବେ
ଶ୍ରବଣା – ଆପଣ ଯାହାଙ୍କର ସାହାଯ୍ୟ ଲୋଡିବେ, ତାହା ପାଇବେ
ଧନିଷ୍ଠା – ପ୍ରେମ ପ୍ରସଂଙ୍ଗରେ ଆପଣ ସଫଳତା ପାଇବେ
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮