• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th April 2023: ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ମିଳିବ ସଫଳତା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର । ଚନ୍ଦ୍ର – କର୍କଟ ଦିବା ୧୨.୪୬ ଗତେ ସିଂହ । ତିଥି – ୯ମୀ ସନ୍ଧ୍ୟା ୦୬.୨୨ ଗତେ ୧୦ମୀ । ଘାତ ଚନ୍ଦ୍ର – ଦିବା ୧୨.୪୬ ଗତେ କର୍କଟ, ମକର ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ପାଦ - କୃଷିହାନୀ- ଭୂମିଦାନ ।

Pisces

ମୀନ

Saturday 29 Apr 2023

ପୂ, ଭାଦ୍ରପଦ- ଦାମ୍ପତ୍ୟ ଜୀବନରେ ପତୀପତ୍ନୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂରିଭୂତ ହୋଇଯିବ ଓ ପ୍ରୀତି ବୃଦ୍ଧି ହେବ । କୈାଣସି ନୂତନ ଯୋଜନାର ଶୁଭାରମ୍ଭ ହୋଇପାରେ । ଅଜଥା ଦ୍ରବ୍ୟ କ୍ରୟରେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି ।

ଉ, ଭାଦ୍ରପଦ- କୈାଣସି ଧାର୍ମିକ ଅନୁଷ୍ଠାନରେ କିଛି ଦାୟିତ୍ୱ ବହନ କରିବାକୁ ପଡିପାରେ । ମହିଳାମାନେ ଅଧିକ ପରିଶ୍ରମ କରିବେ । ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ରହିବା ସହିତ ବିକାଶ ଦିଗରେ ଅଗ୍ରଗତି କରିବେ ।

ରେବତୀ- ରାଜନନୀତିରେ ନିଜର ସଙ୍ଗଠନିକ ଦକ୍ଷତା, ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ । କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ରହିବ ।

ପ୍ରତିକାର- ଗୋମାତାଙ୍କୁ ଗୁଡ, ବୁଟ, ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :