• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th Sept 2022: ଏହି ରାଶିର ବ୍ୟକ୍ତି ଆଜି ରାଜନୀତିରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର ତିଥି – ପ୍ରତିପଦ ରାତ୍ରି ୦୩/୦୮ ଗତେ ୨ୟା ଚନ୍ଦ୍ର – କନ୍ୟା ଅହୋରାତ୍ର ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ପ୍ରାତଃ ୦୫/୫୪ ପର୍ଯ୍ୟନ୍ତ, ତତ୍ପରେ ରାତ୍ରି ୦୩/୦୮ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ

Leo

ସିଂହ

Monday 26 Sep 2022

ମଘା – ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ

ପୂ , ଫାଲଗୁନୀ - ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ

ଉ ,ଫାଲଗୁନୀ – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି

ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :