• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th August 2023: ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ, ସରକାରୀ ଚାକିରିଆଙ୍କ ପାଇଁ ଭଲ ସୁଯୋଗ ଆସିପାରେ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି -  ୯ମୀ ରାତ୍ରି ୦୨.୦୨ ଗତେ ୧୦ମୀ ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ନାସ୍ତି

Sagittarius

ଧନୁ

Friday 25 Aug 2023

ମୂଳା- ପରିବାରରେ ଉତ୍ସାହ ବଜାୟ ରହିବ । ଜୀବନସାଥୀ ସହ ଘରେ ସିନେମା ଦେଖିବେ । ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ । କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ
ପୂ, ଷାଢା- ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ପୂର୍ବ କମ୍ପାନୀର ଅନୁଭବ ଆପଣଙ୍କ କାମରେ ସହାୟ ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ । ସକାରତ୍ମକ ଭାବନା  ଘେନି ଆଗକୁ ବଢିବେ ।
ଉ,  ଷାଢା- ଜମିରେ ନିବେଶ କରନ୍ତୁ । ଲାଭ ମିଳିବ ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ । ଯାନବାହନ କିଣିବା ଲାଗି ଆଗ୍ରହ ବଢିବ

ପ୍ରତିକାର – ଶନି ଦେବଙ୍କ ପୂଜା ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :