• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 25th August 2023: ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ, ସରକାରୀ ଚାକିରିଆଙ୍କ ପାଇଁ ଭଲ ସୁଯୋଗ ଆସିପାରେ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି -  ୯ମୀ ରାତ୍ରି ୦୨.୦୨ ଗତେ ୧୦ମୀ ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ନାସ୍ତି

Scorpio

ବିଛା

Friday 25 Aug 2023

ବିଶାଖା- ପରିବାରରେ ଉତ୍ସବ ଭଳି ପରିବେଶ ରହିବ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ନିଜ କ୍ରୋଧ ଉପରେ ଆୟତ୍ତ ରଖନ୍ତୁ । ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି । 
ଅନୁରାଧା- ରାଜନୈତିକ ପରିସର ବୃଦ୍ଧି ହେବ । ଅଫିସ୍ ପକ୍ଷରୁ ଦୂରଜାଗାକୁ  ବୁଲିବା ପାଇଁ ଯିବେ । ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ ।  କ୍ୟାରିୟରରେ ସଫଳତା ମିଳିବ
ଜ୍ୟୋଷ୍ଠା- ମହିଳା ମାନଙ୍କର ଦିନଟି ଶୁଭ ରହିବ । ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ଶାରୀରିକ ସମସ୍ୟା ଅଧ୍ୟୟନରେ ବାଧା ସୃଷ୍ଟି କରିପାରେ
ସାରାଦିନ ମନକୁ ପ୍ରସନ୍ନତା ରହିବ

ପ୍ରତିକାର – ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :