ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..
ମଘା – ସ୍ୱାସ୍ଥ୍ୟରେ ସୁଧାର ଏବଂ କାର୍ଯ୍ୟରେ ସଫଳତା ମିଳିପାରେ ।
ପୂ , ଫାଲଗୁନୀ - କର୍ତୁପକ୍ଷ ଆପଣଙ୍କ ଉପରେ ଖୁସି ରହିବେ ।
ଉ ,ଫାଲଗୁନୀ – ଆଶା ଅଭିଳାଷା ପୂର୍ଣ୍ଣ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।