• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

Cancer

କର୍କଟ

Wednesday 24 Aug 2022

ପୁନର୍ବସୁ - ବ୍ୟବସାୟରେ ଆଶାନୂରୂପକ ଫଳ ପାଇବେ । 

ପୁଷ୍ୟା –  ପାରିବାରିକ କଷ୍ଟ ଦୂର ହୋଇପାରେ ।

ଅଶ୍ଳେଷା - ଛାତ୍ରଛାତ୍ରୀ ମାନେ ନିଜର କାମ ତୁଲାଇବେ । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଜଳ ସୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ ।