ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..
ମୃଗଶିରା - ଜୀବନରେ ଲାଗି ରହିଥିବା କଷ୍ଟକୁ ଦୂର କରିବାରେ ଚେଷ୍ଟା କରିବେ ।
ଆଦ୍ରା - ଶିକ୍ଷାତ୍ରି ଅଧୟନ ପ୍ରିୟ ହେବେ ।
ପୁନର୍ବସୁ - ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।