• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

Pisces

ମୀନ

Wednesday 24 Aug 2022

ପୂ , ଭାଦ୍ରପଦ - ଉଭୟ ପ୍ରେମ ଓ ସାଂସାରିକ ସୁମଧୁର ସପଂର୍କ ରହିବ ।

ଉ , ଭଦ୍ରପଦ - ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।

ରେବତୀ – ଲୋକ କଲ୍ୟାଣ କାର୍ଯ୍ୟ କରିବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।