• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

Taurus

ବୃଷ

Wednesday 24 Aug 2022

କୃତିକା  - ଖଳ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

ରୋହିଣୀ – ବନ୍ଧୁଙ୍କ ସହିତ ମତଭେଦ ଓ ପୁଞ୍ଜି ବଜାରରେ କ୍ଷତି ହୋଇପାରେ ।

ମୃଗଶିରା –ପ୍ରଶାସନିକ ବିରୋଧି ଦେଖା ଦେଇପାରେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ ।