• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd September 2023: ଦୀର୍ଘ ଦିନର ଆଶା ପୂରଣ ହୋଇପାରେ, ଧାତୁ ଅଳଙ୍କାର କ୍ରୟ କରିପାରନ୍ତି...

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର ଚନ୍ଦ୍ର –ଧନୁ ଅହୋରାତ୍ର ତିଥି- ୮ମୀ  ଦିବା ୧୨.୧୮ ଗତେ ୯ମୀ  ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ 

Gemini

ମିଥୁନ

Saturday 23 Sep 2023

ମୃଗଶିରା- ପରିବାରରେ ଉତ୍ତମ ବୁଝାମଣା ଦ୍ୱାରା ଉନ୍ନତି ଲାଭ କରିବେ ।  ଆନୁଷ୍ଠାନିକ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ । ବାଣିଜ୍ୟ ବ୍ୟବସାୟରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ । 
ଆଦ୍ରା- ସରକାରୀ ସହାୟତା ପାଇବେ । ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ରାଜନୀତିରେ ମାନ ସମ୍ମାନ ଲାଭ କରିବେ ।  

ପୁନର୍ବସୁ- ପୂର୍ବ ଯୋଜନା ଅନୁଯାୟୀ ଆତ୍ମୀୟଙ୍କ ସହ ସୁଖଭ୍ରମଣ ଯୋଗ ରହିଛି । ସମ୍ପର୍କୀୟଙ୍କ ସହ  ଆଲୋଚନା ବିଗିଡ଼ି ଯାଇପାରେ । ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :