• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23 August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର ।

Taurus

ବୃଷ

Tuesday 23 Aug 2022

କୃତିକା  -ଅନିୟମିତ ଖାଦ୍ୟ ଖାଇବା ଯୋଗୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

ରୋହିଣୀ – ମହିଳା ମାନେ ପାରିବାରିକ ସମସ୍ୟାରେ ବୁଡି ରହିବେ ।

ମୃଗଶିରା –ନିଜ ଲୋକ ମାନେ ତାଙ୍କର ସ୍ୱାର୍ଥପାଇଁ ନିଜକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ ।

ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

VASTU TIPS

ବାସ୍ତୁ ଅନୁସାରେ ଗୋଟେ ଆଦର୍ଶ ଗୃହର ମୁଖ୍ୟ ଦ୍ୱାର କେବଳ ପୂର୍ବ ବା ଉତ୍ତର ଦିଗରେ ହେବା ଉଚିତ