• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Sept 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ତିଥି – ୧୧ ଶୀ ରାତ୍ରି ୧୧/୩୪ ଗତେ ୧୨ଶୀ ଚନ୍ଦ୍ର – କର୍କଟ ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ରାତ୍ରି ୧୧/୩୪ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

Pisces

ମୀନ

Wednesday 21 Sep 2022

ପୂ , ଭାଦ୍ରପଦ - ଅଧିକ ଅର୍ଥ ଆୟ କରିବା ସହିତ , ମାନ ସମ୍ମାନ ପାଇ ପାରନ୍ତି

ଉ , ଭଦ୍ରପଦ - ମହିଳା ମାନେ ଅଧିକ ପରିଶ୍ରମି ହେବେ

ରେବତୀ – ବହୁପ୍ରତିକ୍ଷୀତ ଖବରଟି ଆଜି ପାଇବେ

ପ୍ରତିକାର – ମାଆ ତାରାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :