• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st September 2023: ଧନ ପ୍ରାପ୍ତି ସହ ଶୁଭ ଖବର ମିଳିପାରେ, ଅଧୁରା କାର୍ଯ୍ୟ ପୂରଣ ହେବ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୦୨.୧୪ ଗତେ ୭ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ –ଦିବା ୦୨.୧୪ ଗତେ ୧-ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ

Sagittarius

ଧନୁ

Thursday 21 Sep 2023

ମୂଳା- ବୈବାହିକ ଜୀବନ ଆନନ୍ଦ ଦାୟକ ରହିବ । ଆପଣଙ୍କ କଳା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ । ବ୍ୟବସାୟୀ ମାନଙ୍କୁ ଅଚାନକ ଯାତ୍ରା କରିବା ସଂଗେ ସଂଗେ ଲାଭ ମିଳିବ ।
ପୂ, ଷାଢା- ସମାଜ ସେବା କରି ନିଜକୁ ଧନ୍ୟ ମନେ କରିପାରନ୍ତି । ଆଜି ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଖୁସି ରହିବ । ଆପଣ ବଳକା ସମୟରେ କୌଣସି ଭଲ ବହି ପଢ଼ିପାରନ୍ତି
ଉ,  ଷାଢା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପାରେ । ନିଜ ପ୍ରିୟର ଭାବନାକୁ ବୁଝନ୍ତୁ ।  

ପ୍ରତିକାର – ଶ୍ରୀ ରାମ  ରକ୍ଷକ ସ୍ତୋତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :