• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st September 2023: ଧନ ପ୍ରାପ୍ତି ସହ ଶୁଭ ଖବର ମିଳିପାରେ, ଅଧୁରା କାର୍ଯ୍ୟ ପୂରଣ ହେବ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୦୨.୧୪ ଗତେ ୭ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ –ଦିବା ୦୨.୧୪ ଗତେ ୧-ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ

Scorpio

ବିଛା

Thursday 21 Sep 2023

ବିଶାଖା- ନିଜର ସ୍ୱାସ୍ଥ୍ୟର ଚିକିତ୍ସା କରିବା ନିହାତି ଆବଶ୍ୟକ । କାର୍ଯ୍ୟସ୍ଥଳରେ ଆପଣଙ୍କ କାମର ଆଜି ପ୍ରଶଂସା କରାଯିବ । ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ରହିବେ , ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ ।  
ଅନୁରାଧା- ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ପ୍ରଶଂସାର ପାତ୍ର ହେବେ । ଆୟବୃଦ୍ଧି, ଋଣମୁକ୍ତି ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ଶତୃମାନଙ୍କୁ ମୁକାବିଲା କରି ପାରିବେ ।
ଜ୍ୟୋଷ୍ଠା-ଯାନବାହନ ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ସମୟରେ ଉଚିତ୍ ବୁଦ୍ଧି ସହିତ କାର୍ଯ୍ୟ କରିବେ । ଧନ ସଞ୍ଚୟ କରିବା ପାଇଁ କିଛି ସଂଘର୍ଷ ମଧ୍ୟ କରିବାକୁ ପଡିପାରେ ।

ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :