• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Nov 2022 :ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଜମି କ୍ରୟ କରିବାର ଯୋଗ ରହିଛି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୧ଶୀ ଦିବା ୧୦/୪୧ ଗତେ ୧୨ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୦/୪୧ ଗତେ ୨ ପାଦ

Cancer

କର୍କଟ

Sunday 20 Nov 2022

ପୁନର୍ବସୁ - ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ । ବ୍ୟବସାୟରେ ଲାଗିରହିଥିବା ପ୍ରତିଦ୍ୱନ୍ଦିତା କମ୍ ହେବ ।

ପୁଷ୍ୟା – ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀ ଅଧସ୍ଥନ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କର ସାହାଯ୍ୟ ସହଯୋଗ ପାଇବେ

ଅଶ୍ଳେଷା - କୋର୍ଟ କଚେରୀରେ ଶୁଭ ଫଳ ମିଳିବ । ମହିଳା ମାନେ ଆଭୁଷଣ ପ୍ରିୟ ହେବେ

ପ୍ରତିକାର – ମାଆ ଭୁବନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :