• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Nov 2022 :ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଜମି କ୍ରୟ କରିବାର ଯୋଗ ରହିଛି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୧ଶୀ ଦିବା ୧୦/୪୧ ଗତେ ୧୨ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୦/୪୧ ଗତେ ୨ ପାଦ

Pisces

ମୀନ

Sunday 20 Nov 2022

ପୂ , ଭାଦ୍ରପଦ - ଘରକୁ ବନ୍ଧୁ ଆସିପାରନ୍ତି l ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନୀତ କରିବେ l ମନ ପ୍ରଫୁଲୀତ ରହିବ

ଉ , ଭଦ୍ରପଦ - ସଭାସମିତିରେ ସୀମାରେ ନରହିଲେ ଆଗକୁ ଅସୁବିଧାର ସାମ୍ନା କରିବାକୁ ପଡିବ l କଳା ଓ ସାହିତ୍ୟ କ୍ଷେତ୍ରରେ ସୁଫଳ ମିଳିବ l

ରେବତୀ – କଚେରୀ ମାମଲା ଶୁଣାଣିରେ ବିଳମ୍ବ ପାଇଁ କ୍ଷୋଭ ପ୍ରକାଶ କରିବେ l ମହିଳା ମାନଙ୍କ ଭାବନା ଉଚ୍ଚ ରହିବ l

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :