• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th October 2023: ଏହି ରାଶିର ବ୍ୟକ୍ତି ରାସ୍ତରେ ଯିବା ସମୟରେ ସତର୍କ ରୁହନ୍ତୁ

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୯.୦୨ ଗତେ ଧନୁ । ତିଥି- ୫ମୀ ରାତ୍ରି ୧୨.୩୨ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ରାତ୍ରି ୦୯.୦୨ ଗତେ ତୁଳା ଓ କୁମ୍ଭ । ଘାତବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ନାସ୍ତି ।

Aquarius

କୁମ୍ଭ

Thursday 19 Oct 2023

ଧନିଷ୍ଠା- ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବ ବିଭୋର ହେବେ । କର୍ମକ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ଶତଭିଷା- ସାହିତ୍ୟ, ସାମ୍ବାଦିକତା, ସଭାସମିତିରେ ପ୍ରଶଂସିତ ହେବେ । ନିର୍ମାଣାଧୀନ କାମରେ ସତର୍କତା ଅବଲମ୍ବନ କରିବା ଭଲ । କଳା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।

ପୂ, ଭାଦ୍ରପଦ- ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ରହିଛି । ପିଲାମାନଙ୍କ ସହିତ ଖୁସିଗପ କରିବାର ମଉକା ପାଇବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।

ପ୍ରତିକାର- ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :