• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th Nov 2022 :ଏହି ରାଶିର ବ୍ୟକ୍ତି ଆଜି ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୦ମୀ ଦିବା ୧୦/୩୦ ଗତେ ୧୧ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ୧ ତିଳକାଞନ ଦାନ ରାତ୍ରି ୧୨/୧୨ ଗତେ ୧ ପାଦ

Sagittarius

ଧନୁ

Saturday 19 Nov 2022

ମୂଳା – ମାନସିକ ସ୍ତରରେ ଉନ୍ନତି ଆସିବ । ପୁରୁଣା କଥା ଭୁଲି ସଂପର୍କ ରକ୍ଷା କରିବେ । କାର୍ଯ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ

ପୂ , ଷାଢା – ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ । ବ୍ୟବସାୟରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ୟାରିୟରରେ ସଫଳତା ପ୍ରାପ୍ତ ହେବ

ଉ , ଷାଢା – ଭୂମି ଲାଭର ସୂଚନା ମିଳିବ । ମହିଳା ମାନେ ଚାରିରୀରେ ଉଚ୍ଚ ପଦବୀ ପାଇବେ 

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :