• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th July 2024: ଏହି ରାଶିର ବ୍ୟକ୍ତିଙ୍କ ଘରୋଇ ସମସ୍ୟା ଦୂର ହେବ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୦୭.୪୧ ଗତେ ୧୪ଶୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Sagittarius

ଧନୁ

Friday 19 Jul 2024

ମୂଳା- ନିଜ ଲୋକ ସାହାର୍ଯ୍ୟ କରିବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । କର୍ମ କ୍ଷେତ୍ରରେ ଉନ୍ନତିକର କାର୍ଯ୍ୟ କରିବେ

ପୂ,ଷାଢା- ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ଦୂରେଇ ଯିବା ଫଳରେ ଶତୃମାନେ ଦୁର୍ବଳ ହେବେ । ଗଠନ ମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବ ।

ଉ,ଷାଢା- କୌଣସି ପ୍ରକାର ଗାଡି କିଣିବା ଠାରୁ ଦୂରେଇ ରହିବା ଉଚିତ । ସମ୍ପତ୍ତି କ୍ରୟ କରିବାର ଦୃଢ଼ ସମ୍ଭାବନା ରହିବ । ମହିଳାମାନେ ଇଶ୍ୱର ବିଶ୍ୱାସୀ ହେବେ

ପ୍ରତିକାର – ହଳଦିଆ ତିଲକ କରି ମୁଣ୍ଡରେ ଲଗାନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :