• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th June 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହେବ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୬ ରବିବାର,ଚନ୍ଦ୍ର- କନ୍ୟା ରାତ୍ରି ୧୨.୩୪ ଗତେ ତୁଳା,ତିଥି- ୧୦ମୀ ନିଶାନ୍ତ ୦୪.୪୩ ଗତେ ୧୧ଶୀ,ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୧୨.୩୪ ପର୍ଯ୍ୟନ୍ତ,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Virgo

କନ୍ୟା

Sunday 16 Jun 2024

ଉ,ଫଳଗୁନି- କୈାଣସି ଧାତୁ ବ୍ୟବସାୟରେ ଭଲ ଲାଭ ମିଳିବ । ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ

ହସ୍ତା- ରାଜନୀତି କ୍ଷେତ୍ରରେ ବହୁତ୍ ଉପରକୁ ଯାଇ ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । କ୍ରୋଧ ସମ୍ବରଣ ଦ୍ୱାରା ସୁଖି ହେବେ ।

ଚିତ୍ରା- ଜମିଜମା କାରବାରରେ ଠକାମୀରେ ପଡିବେ । କେହି ଆପଣାର ଲୋକ ଆପଣଙ୍କୁ ସାହାର୍ଯ୍ୟର ହାତ ବଢାଇବେ । ଅଟକି ଯାଇଥିବା କାର‌୍ୟ୍ୟକୁ ସଂପୂର୍ଣ୍ଣ କରିବେ ।

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :