• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th Dec 2023 : ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ, ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୦୧.୪୪ ଗତେ ମକର ତିଥି- ୩ୟା ରାତ୍ରି ୧୦.୩୦ ଗତେ ୪ର୍ଥୀ

Sagittarius

ଧନୁ

Friday 15 Dec 2023

ମୂଳା- ବସ୍ତ୍ର, ବ୍ୟବସାୟ, ଖାଦ୍ୟ ପ୍ରଦାନ ବ୍ୟବସାୟ ସୈାଖିନ ସାମଗ୍ରୀ ବ୍ୟବସାୟ , ଘର ସାଜସଜ୍ଜାକୁ ନେଇ ବ୍ୟବସାୟରେ ଲାଭବାନ ହେବେ ।  କୌଣସି ଛୋଟ ସମସ୍ୟା କିମ୍ବା ବିବାଦ ମଧ୍ୟ ହ୍ରାସ ପାଇବ ।  ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ ।
ପୂ,ଷାଢା- ସମ୍ପର୍କୀୟ ବନ୍ଧୁଙ୍କ ସାହାର‌୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ରାଜନୈତିକ ସାହାର‌୍ୟ୍ୟର ସହଯୋଗ ମିଳିବ । 
ଉ,ଷାଢା- ବିବାହିତ ସମ୍ବନ୍ଧୀୟ କଥାବାର୍ତା ବେଳେ ସଂଯମ ରଖନ୍ତୁ । ଘରକୁ ଜିନିଷ କିଣି  ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ। 
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :