• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬/୧୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୮/୧୭ ଗତେ ୪ର୍ଥୀ ଘାତ ଚନ୍ଦ୍ର- ବିଛା ରାଶିର ସନ୍ଧ୍ୟା ୦୬/୧୭ କନ୍ୟା ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Sagittarius

ଧନୁ

Friday 11 Nov 2022

ମୂଳା – ଜୀବନ ସାଥିଙ୍କ ସହିତ ମନମାଳିନ୍ୟ ଦେଖାଦେଇ ପାରେ । ବ୍ୟବସାୟରେ ନୂଆ ପ୍ରସ୍ତାବ ଆସି ପାରେ

ପୂ , ଷାଢା – ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ । ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ଅଫିସରେ ଲାଗିରହିଥିବା ଅଶାନ୍ତି ସମାପ୍ତି ହେବ

ଉ , ଷାଢା – ଜମିକୁ ନେଇ ଲାଗିରହିଥିବା ବିବାଦ ସମାପ୍ତ ହେବ । ମହିଳା ମାନଙ୍କର ମନୋବଳ ଉଚ୍ଚ ରହିବ

ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :