• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬/୧୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୮/୧୭ ଗତେ ୪ର୍ଥୀ ଘାତ ଚନ୍ଦ୍ର- ବିଛା ରାଶିର ସନ୍ଧ୍ୟା ୦୬/୧୭ କନ୍ୟା ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Gemini

ମିଥୁନ

Friday 11 Nov 2022

ମୃଗଶିରା - ଜୀବନ ସାଥିଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ । ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ

ଆଦ୍ରା - ସାମାଜିକ କାର୍ଯ୍ୟରେ ରୁଚି ବଢିବ । ଛାତ୍ର, ଛାତ୍ରୀ ମାନେ ପଢା ପଢିରେ ମନ ନିବେଶ କରିବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ

ପୁନର୍ବସୁ - ଜମି , ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ । ମହିଳା ମାନେ ସରକାରୀ ଚାକିରିର ସୁଯୋଗ ପାଇବେ ।

ପ୍ରତିକାର – ମାଆ ବିରଜାଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :