• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬/୧୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୮/୧୭ ଗତେ ୪ର୍ଥୀ ଘାତ ଚନ୍ଦ୍ର- ବିଛା ରାଶିର ସନ୍ଧ୍ୟା ୦୬/୧୭ କନ୍ୟା ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Scorpio

ବିଛା

Friday 11 Nov 2022

ବିଶାଖା – ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ ।

ଅନୁରାଧା – ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ କ୍ଷୟକ୍ଷତି ଦେଖା ଦେଇପାରେ । ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ

ଜ୍ୟେଷ୍ଠା – ଧନ ସଂମ୍ପତି ବୃଦ୍ଧି ହୋଇପାରେ । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ

ପ୍ରତିକାର – ମାଆ ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :