• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬/୧୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୮/୧୭ ଗତେ ୪ର୍ଥୀ ଘାତ ଚନ୍ଦ୍ର- ବିଛା ରାଶିର ସନ୍ଧ୍ୟା ୦୬/୧୭ କନ୍ୟା ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Cancer

କର୍କଟ

Friday 11 Nov 2022

ପୁନର୍ବସୁ - ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ । ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ । ବେପାର ବୃତିରେ ସଫଳତା ହାସଲ କରିବେ

ପୁଷ୍ୟା – ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ

ଅଶ୍ଳେଷା - ଭୂମି ଲାଭର ସୂଚନା ମିଳିବ । ମହିଳା ମାନେ ସ୍ଥଗିତ ଥିବା କାମ ପୂରା କରିବେ

ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :